Festivals

Festivals of Odisha – ଓଡ଼ିଶାର ପର୍ବପର୍ବାଣୀ

ଆମ ସଂସ୍କୃତି ଏକ ସମୃଦ୍ଧ ସଂସ୍କୃତି | ଭାରତ ବର୍ଷରେ ଉତ୍କଳ ଏକ ପୁଣ୍ୟ ଭୂମି | ଏହାର ଧୂଳିକଣାରେ ମହାନତା ଓ ପବିତ୍ରତା ଭରି ରହିଛି | ଯୁଗ ଯୁଗର ସାଧନା ବଳରେ ଆମ ପୂର୍ବ ପୁରୁଷ ମାନେ ଏହି ପରମ୍ପରାକୁ ବଜାୟ ରଖିଛନ୍ତି | ଓଡିଶାର  ପ୍ରତ୍ୟେକ ବ୍ୟକ୍ତି ଧର୍ମପ୍ରାଣ ହେତୁ ହସ ଉଲ୍ଲାସରେ ବାର ମାସରେ ତେର ପର୍ବ ପାଳନ କରନ୍ତି | ଓଡିଶାର ପ୍ରତ୍ୟେକ ବ୍ୟକ୍ତି ଧର୍ମ ସଚେତନ | କର୍ମକ୍ଳାନ୍ତ ଜୀବନରେ ଆଧ୍ୟାତ୍ମିକ ଜ୍ଞାନର ଉପଲବ୍ଧି ହିଁ ପର୍ବ...

Odisha Society of United Kingdom (OSUK)