Education

Online Odia Classes

ଆସନ୍ତୁ ଜାଣିବା କିପରି ଅଳ୍ପ କିଛି ଉତ୍ସାହୀ ବ୍ୟକ୍ତିତ୍ୱଙ୍କ ସ୍ୱାର୍ଥହୀନ ଉଦ୍ୟମରେ ~୪୦ ଜଣ ପିଲା ଆମ ମାତୃଭାଷା ଓଡ଼ିଆ ଶିଖି ପାରିଛନ୍ତି| ଏହି ପିଲାମାନେ ଯଦିଓ ଲଣ୍ଡନ ର ବିଭିନ୍ନ ସ୍କୁଲ ରେ ପାଠ ପଢ଼ନ୍ତି, ତାଙ୍କର ଆଗ୍ରହ ଓ ଚେଷ୍ଟା ଯୋଗୁଁ ଏବେ ସେମାନେ ଓଡ଼ିଆ ଲେଖାପଢା କରିପାରୁଛନ୍ତି| ଏହା ସମ୍ଭବ ହୋଇଥିଲା ମାତ୍ର ୧୪-୧୫ ଘଣ୍ଟାରେ (ସପ୍ତାହ କୁ ଗୋଟିଏ ଘଣ୍ଟା)| ଓଡ଼ିଆ ପରି ଏକ ସୁଦୃଢ ଓ ପ୍ରାଚୀନ ଭାଷା କୁ ଏତେ କମ ସମୟରେ ସମ୍ପୂର୍ଣ ଭାବରେ...

Odisha Society of United Kingdom (OSUK)