Jagannatha Sanskruti

Mora Jagannatha

🙏ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ  ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ । ଓଁ ନମୋ ଭଗବତେ ବାସୁଦେବାୟଃ। 🙏  ଜଗନ୍ନାଥ ହେଉଛନ୍ତି ଲୀଳାମୟ , ସର୍ବତ୍ର ବିଦ୍ୟମାନ।  ସେ ଆଦି ସେ ଅନ୍ତ । ସେ ହିଁ ସର୍ବନାମ । ସେ ଭାବରେ ବନ୍ଧା ପୁଣି ଭକ୍ତିରେ ବନ୍ଧା। ସେ ବନ୍ଧୁ ମହାନ୍ତିର ବନ୍ଧୁ ପୁଣି ସାଲବେଗଙ୍କ ପରି ଭକ୍ତଙ୍କ ଭଗବାନ। ଜଗନ୍ନାଥଙ୍କ ପାଇଁ ଏ ଶ୍ରୀକ୍ଷେତ୍ର ପୁରୀ ,  ଏ ଓଡିଶା ମାଟି ବୈକୁଣ୍ଠ। ଓଡିଆଙ୍କ ପ୍ରାଣର ସ୍ପନ୍ଦନ। ପ୍ରତି ଓଡିଆଙ୍କ ଘରେ  ଜଗନ୍ନାଥ ହେଉଛନ୍ତି ଘରର...

Tulasi (ତୁଳସୀ)

ସ୍ବର୍ଣ୍ଣ, ରୌପ୍ୟ, ହୀରା, ନୀଳା, ମୋତି, ମାଣିକ୍ୟ ଖଚିତ ସେ ଶ୍ରୀଅଙ୍ଗ, ତଥାପି ତୁଳସୀ ପତ୍ର ରେ ମୋହ ସୁସଜ୍ଜିତ ତୁମ ଦିବ୍ୟ ଶ୍ରୀମୁଖ । ଛପନ ଭୋଗ ଓ ଷାଠିଏ ପଉଟି ବ୍ୟଞ୍ଜନ, ତଥାପି ବିଦୁର ର ଶାଗ ଭଜା ଆଉ ଦାସିଆ ର ଶ୍ରୀଫଳ ରେ ମନ, କେଉଁ ଡୋରି ରେ କାହାକୁ ବାନ୍ଧିଛ ଠାକୁର, ଏ ଭବ ସାଗର ରେ , ଯେଉଁଠି ନାଉରୀ ବି ତୁମେ, ଆଉ ନଉକା ବି ତୁମର । ଲେଖିକା (Author) ଅଞ୍ଜନା ଶତପଥୀ (Anjana Sathpathy)

Odisha Society of United Kingdom (OSUK)