Rohu Machha Besara (ରୋହି ମାଛ ଆମ୍ବୁଲ ବେସର)
ମାଛ ଭଜା ମାଛ ରେ ହଳଦୀ, ଲୁଣ ଆଉ ଲେମ୍ବୁ ରସ ଦେଇ କିଛି ସମୟ marinate କରିଦେବେ I କଡେଇ ରେ ସୋରିଷ ତେଲ ଗରମ କରି ମାଛ ଭାଜିଦେବେ I ଆଳୁ ଆଉ ଗାଜର ଭଜା ମାଛ ଭାଜି ସରିଲା ପରେ ସେଇ ତେଲ ରେ ଛୋଟ ଛୋଟ କଟା ଆଳୁ ଆଉ ଗାଜର କୁ ଭାଜିଦେବେ I ବେସର ମସଲା ସାମଗ୍ରୀ ୧ ବଡ ଚାମଚ କଲା ସୋରିଷ , ୧ ବଡ଼ ଚାମଚ ଧଳା ସୋରିଷ , ୧ ବଡ ଚାମଚ ଜୀରା ,...