Culture

Tulasi (ତୁଳସୀ)

ସ୍ବର୍ଣ୍ଣ, ରୌପ୍ୟ, ହୀରା, ନୀଳା, ମୋତି, ମାଣିକ୍ୟ ଖଚିତ ସେ ଶ୍ରୀଅଙ୍ଗ, ତଥାପି ତୁଳସୀ ପତ୍ର ରେ ମୋହ ସୁସଜ୍ଜିତ ତୁମ ଦିବ୍ୟ ଶ୍ରୀମୁଖ । ଛପନ ଭୋଗ ଓ ଷାଠିଏ ପଉଟି ବ୍ୟଞ୍ଜନ, ତଥାପି ବିଦୁର ର ଶାଗ ଭଜା ଆଉ ଦାସିଆ ର ଶ୍ରୀଫଳ ରେ ମନ, କେଉଁ ଡୋରି ରେ କାହାକୁ ବାନ୍ଧିଛ ଠାକୁର, ଏ ଭବ ସାଗର ରେ , ଯେଉଁଠି ନାଉରୀ ବି ତୁମେ, ଆଉ ନଉକା ବି ତୁମର । ଲେଖିକା (Author) ଅଞ୍ଜନା ଶତପଥୀ (Anjana Sathpathy)

Suji Kakara

ସୁଜି କାକରା ୧ କପ୍ ସୁଜି ୨ କପ୍ ପାଣି ଅଧା କପ୍ ଚିନି ଅଳେଇଚ ଗୁଣ୍ଡ ଅଧା ଚାମଚ ପୁର ସାମଗ୍ରୀ ଓ ପ୍ରସ୍ତୁତୀ ନଡିଆ କୋରା ୧କପ୍ ଚିନି ଅଧା କପ୍ ଅଳେଇଚ ଗୁଣ୍ଡ ଅଧା ଚାମଚ ଚିମୁଟେ କଳା ମରିଚ ଗୁଣ୍ଡ ଏ ସବୁକୁ ମିଶାଇ କଡେଇରେ ଅଳ୍ପ ସମୟ ପାଇଁ ଭାଜିନେବେ ଓ ରଖିବେ। କାକରା ବନେଇବା ପ୍ରଣାଳୀ ପ୍ରଥମେ ସୁଜି ଓ ଚିନିକୁ ମିଶାଇ ରଖିବେ।ଗୋଟେ କଡେଇରେ ପାଣିନେବେ । ପାଣି ଫୁଟିଲା ପରେ ସେଥିରେ ଅଳେଇଚ ଗୁଣ୍ଡ ପକାଇବେ। ଧିରେ ଧିରେ ସୁଜି ଓ ଚିନିର ମିଶ୍ରଣକୁ ଅଳ୍ପ ଅଳ୍ପ କରି ପକାଇ...

Kakharu Phula Bhaja

Kakharu phula fritters is a rural Odisha delicacy but enjoyed around the Globe by the Odias. Dipped in rice and gram flour batter, the pan fried pumpkin flowers are an absolute delight. Ingredients: A bunch(approximately 10) Pumpkin flowers 1 chopped onion 1/2 Cup Besan(gram flour) 5 tbsp rice powder 1 tbsp Curry/paprika powder 1/2 tbsb salt to taste 1/2 tbsb turmeric powder Sunflower/Olive/Mustard(Cooking) oil 1/2 tbsb Kalonji Seeds(Black Onion) Procedure  Wash the...

Classic Odia Food

Words cannot describe the subtle and magical taste of Odia Food. Over the Years, Odia Food has taken a thrilling journey and new generations have brought innovative ways to makeover the traditional Odia dishes with a creative modern touch yet keeping it healthy and delicious!! From Pakhala to Dalma to finger licking Chhena Poda; everything is scrumptious and makes people...

Odisha Society of United Kingdom (OSUK)